ଜୁନ ୧ରୁ ମହଙ୍ଗା ହେବ କାର, ବାଇକ ବୀମା ପ୍ରିମିୟମ

ନୂଆଦିଲ୍ଲୀ : ଆଜିକାଲି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଦର ବୃଦ୍ଧି ସାଧାରଣ ଲୋକମାନଙ୍କୁ ଚିନ୍ତାଗ୍ରସ୍ତ କରିଥିବାବେଳେ ଆଉ ଏକ କ୍ଷେତ୍ରରେ ଦରବୃଦ୍ଧି ହେବାକୁ ଯାଉଛି। ତାହା ହେଉଛି ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ। ଆସନ୍ତା ଜୁନ ୧ରୁ ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ ବଢିବାର ସମ୍ଭାବନା ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ … Continue reading ଜୁନ ୧ରୁ ମହଙ୍ଗା ହେବ କାର, ବାଇକ ବୀମା ପ୍ରିମିୟମ